Jump to content

ଛଣିଦା

ଉଇକିଅଭିଧାନ‌ରୁ

ଛଣିଦା

ଉଚ୍ଚାରଣ

[ସମ୍ପାଦନା]

(ଛଣିନ୍ଦା—ଅନ୍ୟରୂପ)

ପ୍ରାଦେଶିକ - ବିଶେଷଣ - (କଟକ)

[ସମ୍ପାଦନା]

ନିର୍ଭୟ ଓ ଆଡ଼ମ୍ୱରଯୁକ୍ତ — Fearless and pompous.

(ଯଥା—ସେ ଭାରି ଛଣିଦା ହୋଇ ଏଠାକୁ ଆସିଥିଲେ ଯେ ତାକୁ କେହି ପଚାରିଲା ନାହିଁ)