Jump to content

ଛତା ପକାଇବା

ଉଇକିଅଭିଧାନ‌ରୁ

ଛତା ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛତା ପକେଇବା, ଛତା ପୋତିବା, ଛତା ମାରିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ମହନ୍ତ ସାଧୁ, ମଇଁଷିଆ ଓ ଘୁଷୁରିମାନେ ଯେଉଁ ସ୍ଥାନରେ କିଛି ସମୟ ଅବସ୍ଥାନ କରିବେ ସେ ସ୍ଥାନରେ ଆପଣା ଶରୀରକୁ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ) ଛତାର ବେଣ୍ଟକୁ ଭୂମିରେ ଗାତ ଖୋଳି ପୋତିବା — To install an umbrella by planting the central rod on the ground for passing some time under it (said of wandering anchorites,

buffalo-herds or swine herds) who pass days and night in the open.