ଛତା ମାରିବା
ଦେଖଣା
ଛତା ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଛତା ପକାଇବା (ଦେଖ) - ୧. Chhatā pakāibā (See)
- ୨. ଛତା ବୁଜିବା (ଦେଖ) - ୨. Chhatā bujibā (See)
ଛତା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମେଲା ଛତାକୁ ବୁଜିବା; ୨ ମେଲା ଛତାକୁ ଭୂଇଁରେ ପୋତି ତା ଛାଇରେ ବସିବା
[ଦ୍ରଷ୍ଟବ୍ୟ — ଯେପରି ଘୂଷୂରିଆ, ମଇଁଷିଆଳ ଓ ବାବାଜୀମାନେ କରନ୍ତି]