Jump to content

ଛତା ମେଲାଇବା

ଉଇକିଅଭିଧାନ‌ରୁ

ଛତା ମେଲାଇବା

ଉଚ୍ଚାରଣ

[ସମ୍ପାଦନା]

ଛତା ମେଲିବା, ଛତା ମେଲାଇବା—ଅନ୍ୟରୂପ

ଦେଶଜ - କ୍ରି.

[ସମ୍ପାଦନା]
୧. ଛତା ପରି ଆଗ ଝାମ୍ପୁଲା ହେବା; ଛତ୍ରାକାର ହେବା; ଛତରେଇବା — ୧. To spread out like an umbrella.

(ଯଥା—ବରଗଛଟା ଖୂବ୍ ଛତା ମେଲାଇ ବଢୁଛି)

୨. ଛତା ଖୋଲିବା (ଦେଖ) - ୨. Chhatā kholibā (See)