ଛତିବିତି

ଉଇକିଅଭିଧାନ‌ରୁ

ଛତିବିତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ପ୍ରାଚୀନ)[ସମ୍ପାଦନା]

୧. ଛିନ୍ନଭିନ୍ନ; ବିନଷ୍ଟ — ୧. Shattered; ruined.

ଏହି କ୍ଷଣି ଦେଖିବ ମୋର କରାମତି କ୍ଷଣକେ ଦକ୍ଷଯାଗ ହେବ ଛତିବିତି କୃଷ୍ଣସିଂହ, ମହାଭାରତ ଶାନ୍ତି

୨. ଇତସ୍ତତଃ ବିକ୍ଷିପ୍ତ; ଚତୁର୍ଦ୍ଦିଗରେ ଖେଳାଇ ହୋଇଥିବା — ୨. Scattered all round; routed.