Jump to content

ଛତିଶ

ଉଇକିଅଭିଧାନ‌ରୁ

ଛତିଶ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଛତିରିଶ, ଛତିରିଶି, ଛତିଶି—ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍ତ୍ରିଂଶତ୍, ପ୍ର. ଛତ୍ତୀସା)

[ସମ୍ପାଦନା]

ତିରିଶିରୁ ଅଧିକ ଛଅ ସଂଖ୍ୟା; ୩୬: —The number ୩୬.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ୩୬: ସଂଖ୍ୟକ — ୧. Numbering thirty six.
୨. ୩୬:ର ପୂରଣ —୨. Thirtysixth.