ଛତି ଟେକାଇବା
ଦେଖଣା
ଛତି ଟେକାଇବା
ଉଚ୍ଚାରଣ
[ସମ୍ପାଦନା](ଛତି ଟେକେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜ ଉପରେ ଅନ୍ୟ ବ୍ୟକ୍ତି ଛତି ଧରିବାର ଉପାୟ କରିବା —୧. To have an umbrella held over one's own head by another.
- ୨. (ଲକ୍ଷଣାର୍ଥ) ଶ୍ରେଷ୍ଠ ବୋଲି ପରିଗଣିତ ହେବା — ୨. (figurative) To be reckoned as the best.
ପ୍ରେମବଳେ ତାଙ୍କୁ କରି ଛତ୍ରପତି ପ୍ରେମିକାକୁଳେ ମୁଁ ଟେକାଇବି ଛତି ରାଧାନାଥ. ନନ୍ଦକେଶ୍ୱରୀ