ଛତୁ

ଉଇକିଅଭିଧାନ‌ରୁ

ଛତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର; ଛତ୍ରାକ; ଛତ୍ରିକା;)[ସମ୍ପାଦନା]

୧. ଶିଳୀନ୍ଧ୍ର, କାଠରୁ ଭୂମିରୁ ବା ହୁଙ୍କାରୁ ବାହାରିବା ଛତ୍ରାକାର କ୍ଷୁଦ୍ର ଅପୁଷ୍ପକ ଉଦ୍ଭିଦ —୧. Toadstool; mushroom; fungus; Agaricus.

[ଦ୍ରଷ୍ଟବ୍ୟ —ଏହା ପଚା କାଠରୁ, ସଢ଼ା ଛଣରୁ, ଉଇଁ ଗାତରୁ ହୁଙ୍କାରୁ ଓ ଗୋବରରୁ ବର୍ଷାଦିନେ ବାହାରେ ଛତୁ ଅନେକ ରଙ୍ଗର ଓ ଆକାରର ହୁଏ କେତେକ ଖଦ୍ୟ, କେତେକ ଅଖାଦ୍ୟ ଓ କେତେକ ବିଷାକ୍ତ ଛତୁ ବହୁତ ପ୍କାର ଯଥା—ବାଲି ମଣ୍ଡା ଛତୁ, ଖୁଦ ଛତୁ ବା ହୁଙ୍କା ଛତୁ, ରୁଗୁଡ଼ା ଛତୁ ଛତୁର ଗୋଟିଏ ଡେମ୍ଫ ଓ ଗୋଟିଏ ଛତ୍ରାକାର ଭୁଣ୍ଡି ଥାଏ ଏହାର ଚେର, ଫଳ,

ଫୁଲ ବା ପତ୍ର ନ ଥାଏ ପରୀକ୍ଷା କରି ଦେଖା ଯାଇଅଛି ଯେ ଯେଉଁଠାରେ ହୁଙ୍କାଭିତରେ ବା ଭୂଇଁତଳେ ଉଇ ବସା ଥାଏ, ସେଠାରେ ଉଇଟାଙ୍କରୁ ଛତୁ ଉପରକୁ ଉଠେ] 

୨. ଛତୁଆ (ଦେଖ) - —୨. Chhatuā (See)
୩. ଚୂର୍ଣ୍ଣ; ଚୂନା —୩. Powder.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଚୂର୍ଣ୍ଣବିଚୂର୍ଣ୍ଣ —୧. Reduced to powder.
୨. ଟିକିଟିକି ବହୁ ଖଣ୍ଡରେ ବିଭଜ୍ଜିତ —୨. Reduced or broken into many small bits.