ଛତ୍ରକ

ଉଇକିଅଭିଧାନ‌ରୁ

ଛତ୍ରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛତ୍ର+ସ୍ୱାର୍ଥେ. କ)[ସମ୍ପାଦନା]

୧. ଛତା — ୧. Umbrella.
୨. ମାଛରଙ୍କା ପକ୍ଷୀ — ୨. The kingfisher; Alcedo Ispida.

[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡରେ ଛତା ପରି ପକ୍ଷଗୁଚ୍ଛ ଥିବାରୁ ଏହି ନାମ]

୩. ଛତୁ —୩. Mushroom; toadstool.
୪. ଛତା ଆକାରର ମହୁଫେଣା — ୪. A parasol-shaped beehive.
୫. ଛତାପରି ଛାତ ଥିବା ଗମ୍ୱୁଜଯୁକ୍ତ ଶିବମନ୍ଦିରବିଶେଷ — ୬. A parasol-shaped temple in honour of the Deity Ṡiba (M.W.)