Jump to content

ଛତ୍ର ଧରାଇବା

ଉଇକିଅଭିଧାନ‌ରୁ

ଛତ୍ର ଧରାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଛତା ଧରାଇବା — ୧. To have an umbrella held over one's head by another.
୨. ନିଜକୁ ଶ୍ରେଷ୍ଠ ବ୍ୟକ୍ତି ରୂପେ ପ୍ରଖ୍ୟାତ କରାଇବା — ୨. To cause one's self to be highly reckoned.

ତାହା ଘେନାଘେନି ଘେନି ଭାଗ୍ୟବନ୍ତ ପଣେ ମୁଁ ଧରାଇବି ଭଞ୍ଜ. ପ୍ରେମସୁଧାନିଧି

୩. ରାଜ୍ୟାଭିଷିକ୍ତ ହେବା —୩. To be installed in throne.

ବିସ୍ତ ଧରାଇବ ଛତ୍ର କେଉ ଦିନ ଜାଣ ପ୍ରାଚୀ. ଗୁରୁଭକ୍ତିଗୀତ

(ଛତ୍ର ଧରେଇବା—ଅନ୍ୟରୂପ)