ଛଦା

ଉଇକିଅଭିଧାନ‌ରୁ

ଛଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ୍ ଧାତୁ)[ସମ୍ପାଦନା]

୧. କୋଠାଛାତର ପ୍ରାନ୍ତରେ କାନ୍ଥର ଅଗ୍ରରେ ପଦାକୁ ଟପି ବସା ଇଟା କାନ୍ଥି — ୧. A parapet at the extremes of a roof at the top of the walls of building.
୨. ତାଳୀଶ ପତ୍ର (ଦେଖ) - ୨. Tāḻīṡa patra (See)