ଛନ୍ତି
ଦେଖଣା
ଛନ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) (କ୍ରିୟାବିଭକ୍ତିର ଚିହ୍ନ ହେବା କ୍ରିୟାର ତୃତୀୟ ପୁରୁଷ ମାନ୍ୟାର୍ଥ ଏକବଚନ ଓ ବହୁବଚନ, ବର୍ତ୍ତମାନ କାଳ, ସେ ଓ ସେମାନେ କର୍ତ୍ତାସହିତ ପ୍ରଯୁଜ୍ୟ)
[ସମ୍ପାଦନା]ଅଛନ୍ତି —Are.
କୋଳରେ ଛନ୍ତି ଗଣନାଥେ—ଭୂପତି. ପ୍ରେମପଞ୍ଚାମୃତ
[ଦ୍ରଷ୍ଟବ୍ୟ —ଏହା ପଦ୍ୟରେ ଓ କଥିତ ଭାଷାରେ ସ୍ୱତନ୍ତ୍ର ଆକାରରେ 'ଅଛନ୍ତି' ସ୍ଥଳରେ ବ୍ୟବହୃତ ହୁଏ ଅନ୍ୟତ୍ର କ୍ରିୟା ସଙ୍ଗରେ ଲାଗି ମଧ୍ୟ ଏହି ଅର୍ଥ ଦିଏ ଯଥା—କରୁଛନ୍ତି=କରୁଅଛନ୍ତି ]