ଛନ୍ଦା
ଦେଖଣା
ଛନ୍ଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛନ୍ଦ=ବନ୍ଧନ)
[ସମ୍ପାଦନା]୧ : ବନ୍ଧନ — ୧. Tie; bond.
୨ : ବାନ୍ଧିବା —୨. Tying; binding.
୩ : ଚତୁଷ୍ପଥ; ଛକ —୩. A cross-road; a meeting place of cross-roads.
୪ : ଦୁଇ ନଦୀର ସଙ୍ଗମସ୍ଥଳ — ୪. A place where two streams meet.
୫ : (ଏଠାରେ ସ୍ଥଳପଥ ନଦୀକୁ ପାର ହୋଇଥିବାରୁ) ନଦୀଘାଟ — ୫. River ferry-ghat.
୬ : ଗ୍ରନ୍ଥି; ଗଣ୍ଠି —୬. Knot.
ଅନୁବାଦ
[ସମ୍ପାଦନା]ଛନ୍ଦା
|
- ୭. ଶ୍ରାଦ୍ଧ, ବିବାହାଦି କୌଣସି ସାମାଜିକ ଅନୁଷ୍ଠାନରେ ଯେଉଁ ନିମତ୍ରିତ ବ୍ରାହ୍ମଣମାନେ ନିମତ୍ରଣକାରୀଙ୍କ ଘରେ ଭୋଜନ କରନ୍ତି ନାହିଁ ସେମାନେ ସେଠାରୁ ସଙ୍ଗରେ ବୁଜୁଳିବାନ୍ଧି ଘରକୁ ଆଣିବା ଜଳଖିଆ ସାମଗ୍ରୀ —
୭. Sweets and tiffen carried home by those of the invited Brāhmaṇas who do not take their meals at the house of the inviter.
ଦେଶଜ - ବିଶେଷଣ -
[ସମ୍ପାଦନା]୧ : ଯାହା କୌଣସି ବସ୍ତୁକୁ ଛନ୍ଦେ ବା ବାନ୍ଧେ — ୧. Binding.
- ୩. ରଚିତ (କବିତା) —୩. Composed. (poem).
- ୪. ବନ୍ଧା ହୋଇଥିବା —୪. Tied up.
- ୫. ପରସ୍ପରକୁ ଛକ ପରି କାଟିଥିବା —୫. Crossing each other.