Jump to content

ଛନ୍ଦାନୁବର୍ତ୍ତନ

ଉଇକିଅଭିଧାନ‌ରୁ

ଛନ୍ଦାନୁବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ଛନ୍ଦାନୁବର୍ତ୍ତୀ—ପୁଂ, ଛନ୍ଦାନୁବର୍ତ୍ତିନୀ—ସ୍ତ୍ରୀ'

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; (ଛନ୍ଦ+ଅନୁବର୍ତ୍ତନ)

[ସମ୍ପାଦନା]
୧. ପରର ଇଚ୍ଛା ଅନୁସାରେ ଚଳିବା —୧. Acting according to another's will.
୨. ପରର ଅନୁସରଣ; ପର ମନକୁ ଜଗି ଚଳିବା —\୨. Slavishly following or obeying the dictates of another person.