Jump to content

ଛନ୍ଦାବନ୍ଧା

ଉଇକିଅଭିଧାନ‌ରୁ

ଛନ୍ଦାବନ୍ଧା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବନ୍ଧା ଛନ୍ଦା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବନ୍ଧାଛନ୍ଦା; ସମ୍ପତ୍ତି ବନ୍ଧକ ଦେବା — Pledge or mortagege or pawn of property.
୨. ନିମନ୍ତ୍ରିତ ବ୍ୟକ୍ତି ନିମନ୍ତ୍ରଣକାରୀଙ୍କ ଘରେ ଭୋଜନ ନ କରି ନିଜ ଘରକୁ ଭୋଜ୍ୟ ବସ୍ତୁ ଆଣିବାକୁ ଜାଉଁଳିରେ ବାନ୍ଧିବା —୩. Tying of sweets etc in one's cloth for bringing them at the house of the inviter.

ଦେଶଜ - ବିଶେଷଣ -

[ସମ୍ପାଦନା]

ବନ୍ଧକ ଦିଆଯାଇଥିବା — Piedged; mortgaged; pawned.