Jump to content

ଛନ୍ଦୋଗ

ଉଇକିଅଭିଧାନ‌ରୁ

ଛନ୍ଦୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛନ୍ଦଃ+ଗୈ ଧାତୁ=ଗାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ସାମବେଦଗାନକର୍ତ୍ତା —୧. A reciter or chanter of the hymns of the Sāma Beda.
୨. ସାମବେଦଜ୍ଞ ବ୍ୟକ୍ତି — ୨. A person versed in the Sāma Beda.