ଛନ୍ଦ୍ (ଧାତୁ) —
୧ : ଆଚ୍ଛାଦନ କରିବା —୧. To cover.
୨ : ଦୀପ୍ତି ପାଇବା —୨. To shine.
୩ : ଗୋପନ କରିବା— ୩. To conceal; to hide.
୪ : ବେଷ୍ଟନ କରିବା — ୪. To envelop; to surround.
୫ : ରକ୍ଷା କରିବା —୫. To profect.