Jump to content

ଛନ୍ନ

ଉଇକିଅଭିଧାନ‌ରୁ

ଛନ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଛଦ୍ ଧାତୁ ଣିଚ୍=ଛାଦି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଗୁପ୍ତ — ୧. Concealed; secret.

ନିଜ ଶରୀର ଛନ୍ନ କଲା, ଜଟିଳରୂପ ପ୍ରକାଶିଲା ଜଗନ୍ନାଥ. ଭାଗବତ

୨. ଆଚ୍ଛାଦିତ —୨. Covered.
୩. ଲୁପ୍ତ —୩. Disappeared.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲୁଚିବାର ସ୍ଥାନ —୧. Cover; hiding place.
୨. ନିର୍ଜନ ସ୍ଥାନ —୨. Solitary place; solitude; retreat.
୩. ଗୁପ୍ତ ସ୍ଥାନ (ହିନ୍ଦୀ - ଶବ୍ଦସାଗର) — ୩. Secret place.

ଦେଶଜ - ବିଶେଷଣ - (ସଂସ୍କୃତ - ଉଚ୍ଛନ୍ନା)

[ସମ୍ପାଦନା]

ଉଚ୍ଛନ୍ନ; ଉଦ୍ୱିଗ୍ନ; ଅତ୍ୟନ୍ତ ଚିନ୍ତିତ — Anxious; eager; very uneasy.

ଛନ୍ନ କରିବ ତା ଭାଳି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କିଂକର୍ତ୍ତବ୍ୟବିମୁଢ଼ତା —Bewilderment.

ବେଢିଲେ ଅତି ଅନାୟତ୍ତ. ଛନ୍ନେ ନ ଦିଶେ ଦିବ୍ୟ ରଥ—ଜଗନ୍ନାଥ. ଭାଗବତ