ଛନ୍ନମତି
ଦେଖଣା
ଛନ୍ନମତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଛନ୍ନ+ମତି)
[ସମ୍ପାଦନା]- ୧. ମତିଚ୍ଛନ୍ନ; ଲୁପ୍ତ— ବୁଦ୍ଧି; ଯାହାର ବୁଦ୍ଧି ଅବସନ୍ନ ହୋଇଅଛି; କିଂକର୍ତ୍ତବ୍ୟବିମୂଢ଼ —୧. Dumbfounded; bewildered.
ଛନକାରେ ତ୍ରସ୍ତ ହୋଇ ହେଲେ ଛନ୍ନମତି, ସର୍ବପ୍ରାଣୀ କି ଜଳେ, କି ସ୍ଥଳେ ବିହାୟସେ ରାଧାନାଥ. ମହାଯାତ୍ରା
- ୨. ଜଡ଼; ମୂର୍ଖ (ହିନ୍ଦୀ - ଶବ୍ଦସାଗର) — ୨. Stupid; dunce.