Jump to content

ଛପଟିଆ ମାରିବା

ଉଇକିଅଭିଧାନ‌ରୁ

ଛପଟିଆ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଝାମ୍ପ ମାରିବା — ୧. To pounce upon.
୨. (ଲକ୍ଷଣାର୍ଥ) ଠକିବା; ପ୍ରତାରଣା କରିବା — ୨. (figurative) To cheat; to deceive.



ଛପଟିଆ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧପାବାଜି କରି କୌଣସି ପଦାର୍ଥ ଘେନିଯିବା
୨. (ବ୍ୟାଘ୍ର, ବିରାଡ଼ି ଆଦି) ଲୁଚି କରି ଅପେକ୍ଷା କରି ବସି ରହି ସୁଯୋଗ ଦେଖି ଶିକାରକୁ ଘେନି ପଳାଇବା