Jump to content

ଛପର

ଉଇକିଅଭିଧାନ‌ରୁ

ଛପର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଛଦ ଧାତୁ; ସଂସ୍କୃତ - ଚାପ)

[ସମ୍ପାଦନା]
୧. ଘରର ଚାଳ — ୧. The thach of a house; the roof of a thatch house.
୨. ତୃଣର ଆଚ୍ଛାଦନ —୨. A covering of grass.
୩. ଛପର ହୋଇଥିବା ଘର —୩. Thatched house.
୪. ଶଗଡ଼ ଉପରେ ଆଚ୍ଛାଦିତ ତାଟି — ୪. Thatch of a cart.

ଦେଶଜ - ବିଶେଷଣ -

[ସମ୍ପାଦନା]

ଛପର ହୋଇଥିବା —Thatched.

(ଯଥା—ଛପରଘର; ଛପର ଗାଡ଼ି)