Jump to content

ଛପର ଫାଡ଼ିକରି ଦେବା

ଉଇକିଅଭିଧାନ‌ରୁ

ଛପର ଫାଡ଼ିକରି ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

(ଯେଉଁପରି ଘରମଧ୍ୟରେ ବସିଥିବା ଲୋକକୁ କେହି ଚାଳକଣା କରି ଚାଳବାଟେ ଗଳାଇ କୌଣସି ବସ୍ତୁ ପକାଏ ବା ଢାଳିଦିଏ, ସେହିପରି ଅନାୟାସରେ ବା ପରିଶ୍ରମ କରି ନ ଥିବା ବ୍ୟକ୍ତିକୁ ବହୁ ପରିମାଣରେ ବାଞ୍ଛିତ ବସ୍ତୁ ଦେବା —To give a person profusely what he wants without his having to strive for it.

(ଯଥା—ମହାପ୍ରଭୁ ଯାହାକୁ ଦିଅନ୍ତି ତାକୁ ଛପର ଫାଡ଼ିକରି ଦିଅନ୍ତି—ହିନ୍ଦି ପ୍ରବଚନର ଅନୁବାଦ ପ୍ରବଚନ) ===