Jump to content

ଛପାରେ ଉଠିବା

ଉଇକିଅଭିଧାନ‌ରୁ

ଛପାରେ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଷୟ ମୂଦ୍ରିତ ହେବାଦ୍ୱାରା ପ୍ରକାଶିତ ହେବା —୧. To be published by bing printed; to get into print.
୨. ଆପଣାର ନାମ ବା କାର୍ଯ୍ୟକଳାପ ସଂବାଦପତ୍ର ଆଦିରେ ମୂଦିତ ହୋଇ ବିଖ୍ୟତ ହେବା — ୨. To become famous by one's name being printed in newspaper.

(ଯଥା—ଅସହଯୋଗ ଆନ୍ଦଳନର ନେତା ହେବାଦ୍ୱାରା ମୋ ନାଆଁଟା ଛପାରେ ଉଠିଗଲା)

୩. ଫଟୋଗ୍ରାଫ୍ ଯନ୍ତ୍ର ସାହାଯ୍ୟରେ ମୂଦିତ ହେବା — ୩. To be photographed.