Jump to content

ଛପା ରହିବା

ଉଇକିଅଭିଧାନ‌ରୁ

ଛପା ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲୁଚି କରି ଅବସ୍ଥାନ କରିବା; ଗୁପ୍ତ ହୋଇ ରହିବା; ଲୋକମାନଙ୍କର ଅଜ୍ଞାତ ହୋଇ ରହିବା —To lie hid; to remain unknown; to luck.

ପାପ ଛପା ରହେ ନାହିଁ—ଫକୀରମୋହନ ଛମାଣ ଆଠଗୁଣ୍ଠ