ଛପା ହେବା
ଦେଖଣା
ଛପା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛପା ହେବା
|
(ଛପା ଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଛପିବାର କର୍ମବାଚ୍ୟ) ଛାପାହେବା; ମୂଦ୍ରିତ ହେବା —୧. (passive voice of Chhāpibā) To be printed.
- ୨. (ଛପିବାର କର୍ମବାଚ୍ୟ) ଲୁଚା ହେବା; ଗୋପିତ ହେବା —୨. (passive voice of Chhapibā) To be concealed.