Jump to content

ଛଫୁଲିଆ

ଉଇକିଅଭିଧାନ‌ରୁ

ଛଫୁଲିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଧଡ଼ିରେ ଛଅଧାଡ଼ି ଫୁଲ ବୁଣା ହୋଇଥିବା (ସାଢ଼ୀ ବା ଲୁଗା) —(a cloth) Having six lines of floral work wrought on its border.

ମୁଣ୍ଡରେ ମଝିସିଆଁ ଛଫୁଲିଆ ରହୁମୀ ବନ୍ଧା ଫକୀରମୋହନ, ଛମାଣ ଆଠଗୁଣ୍ଠ

(ଛଅଫୁଲିଆ—ଅନ୍ୟରୂପ)