Jump to content

ଛବି ଉଠାଇବା

ଉଇକିଅଭିଧାନ‌ରୁ

ଛବି ଉଠାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛବି ଉତାରିବା; ଛବି ଉଠେଇବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଫଟୋଗ୍ରାଫ୍ଦ୍ୱାରା ପ୍ରତିରୂପେ ଉଠାଇବା — ୧. To take a Phote; to photograph.
୨. କୌଣସି ଚିତ୍ର ଦେଖି ତହିଁ ଆଦର୍ଶରେ ଚିତ୍ର ଅଙ୍କିତ କରିବା — ୨. To draw or sketch a picture from a model.