Jump to content

ଛମଣ୍ଡ

ଉଇକିଅଭିଧାନ‌ରୁ

ଛମଣ୍ଡ

ଉଚ୍ଚାରଣ

[ସମ୍ପାଦନା]
(ଛମଣ୍ଡୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ଛମ୍ ଧାତୁ+ସଂଜ୍ଞାର୍ଥେ. ଅଣ୍ଡ)

[ସମ୍ପାଦନା]

ଅନାଥ; ପିତୃମାତୃହୀନ; ଛେଉଣ୍ଡ — Orphan (infant); One who has lost either or both of the parents.