Jump to content

ଛମାଖ

ଉଇକିଅଭିଧାନ‌ରୁ

ଛମାଖ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଛକା; କଉଡ଼ି ଖେଳରେ ଛଅ କଡ଼ା— ଯାକ କଉଡ଼ି ମୁହଁ ମାଡ଼ିପଡ଼ିବା — The six kauries falling with the ventral side down in a game of kauries (sea-shells.).