ଛରା
ଦେଖଣା
ଛରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷର ଧାତୁ; କିମ୍ୱା ସଂସ୍କୃତ - କ୍ଷିପ୍ତ, ପ୍ରା. ଛିତ୍ତ)
[ସମ୍ପାଦନା]- ୧. ଘୃଷ୍ଟ ଚନ୍ଦନାଦିର ଛିଟା — ୧. Particles of sprinkled sandal-paste.
- ୨. ଛିଟାଛିଟା ଜଳ ସିଞ୍ଚିବା; ଛେରା; ଛଡ଼ା — ୨. Sprinkiling of water.
(ଯଥା— ସକାଳୁଁ ମାଇପେ ଦୁଆରମୁହଁରେ ଓ ଅଗଣାରେ ଗୋବର— ପାଣିରେ ଛରା ଦିଅନ୍ତି)
ବିଶେଷରେ ପୂତ କରୁ କିରେ ମିତ ମୋ ମାର୍ଗରୁ ସୁଧା ଛରାରେ କବିସୂର୍ଯ୍ୟ. ସଙ୍ଗୀତ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - କ୍ଷୁର)
[ସମ୍ପାଦନା]- ୧. ଖଟଖୁରା — ୧. Posts of a bedstead.
- ୨. (ସଂସ୍କୃତ - କ୍ଷୁର)—କ୍ଷୁର —୨. Razzor.