ଛର୍ଦ୍ଦନ
ଦେଖଣା
ଛର୍ଦ୍ଦନ
ଉଚ୍ଚାରଣ
[ସମ୍ପାଦନା](ଛର୍ଦନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଛର୍ଦ୍ଦ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ବମନ; ବାନ୍ତି; ଉଦ୍ଗାର —୧. Vomiting.
- ୨. ବମନୋପକ୍ରମ —୨. Nausea.
- ୩. ନିମ୍ୱ ବୃକ୍ଷ (ପ୍ରକୃତିବାଦି) —୩. The Neem tree.
- ୪. ମଦନ ବୃକ୍ଷ (ଜ୍ଞାନେନ୍ଦ୍ର) (ଦେଖ) - ୪. Madana tree (See)