Jump to content

ଛର୍ଦ୍ଦି

ଉଇକିଅଭିଧାନ‌ରୁ

ଛର୍ଦ୍ଦି

ଉଚ୍ଚାରଣ

[ସମ୍ପାଦନା]

(ଛର୍ଦ୍ଦି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଛର୍ଦ୍ଦ ଧାତୁ+ଭାବ. ଇ)

[ସମ୍ପାଦନା]
୧. ଛର୍ଦ୍ଦନ (ଦେଖ) - ୧. Chharddana (See)
୨. ବାରମ୍ୱାର ବମନ ଦେବା ରୋଗବିଶେଷ — ୨. A disease resulting in constant vomiting.

[ଦ୍ରଷ୍ଟବ୍ୟ — ଏଥିରେ ରୋଗୀ ମୁହଁରୁ ସର୍ବଦା ଲାଳ ବୁଦେ ଓ ଅଇ ଉଠାଇ ବମନ ହୁଏ ରାମ, ଲୁଣିଆ ଓ ତେଲିଆ ପଦାର୍ଥ ଅଧିକ ଖାଇଲେ ଓ ରୋଗ ଜନ୍ମେ ଅତ୍ୟଧିକ ଶ୍ରମ, ଉଦ୍ଦେଗ ଓ ଅଜୀର୍ଣ୍ଣିରୁ ମଧ୍ୟ ଏ ରୋଗ ଜନ୍ମେ ଏ ରୋଗରେ ଜ୍ୱର, କାସ, ଶ୍ୱାସ, ଆଦି ମଧ୍ୟ ହୁଏ]