Jump to content

ଛର୍ଦ୍ଦିଘ୍ନ

ଉଇକିଅଭିଧାନ‌ରୁ

ଛର୍ଦ୍ଦିଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଛର୍ଦ୍ଦି+ହନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେଉଁ ଔଷଧ ବମନ ବନ୍ଦ କରାଏ — (medicine) Preventive of vomiting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିମ୍ୱ (ଦେଖ) - ୧. Nimba (See)
୨. ମହାନିମ୍ୱ (ଦେଖ) - —୨. Mahānimba (See)