ଛଲ୍କା
ଦେଖଣା
ଛଲ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଛଲିକା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି; ଛଲ୍ଲିକା)
[ସମ୍ପାଦନା]- ୧. ପତଳା ଚୋପା —୧. Thin rind.
- ୨. ଛଞ୍ଛା ହେଇଥିବା ଅଂଶ — ୨. Scrapings.
- ୩. ଛେଲି; ବଲ୍ଲଳ —୩. Brak of a tree.
- ୪. ଅତି କ୍ଷୁଦ୍ର ପତଳା ଅଂଶ — ୪. Small thin fragment.
- ୫. ଛେଲ; ବେତ ବାଉଁଶ ପତଳା ଚୋପା; ପତଳା ବତା; — ୫. Scantlings of bamboo or cane.