Jump to content

ଛଳଧର୍ମ

ଉଇକିଅଭିଧାନ‌ରୁ

ଛଳଧର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଛଳପୂର୍ଣ୍ଣଧର୍ମ)

[ସମ୍ପାଦନା]

କପଟ ଧର୍ମ; ଧର୍ମଧ୍ୱଜିତା — False piety.

ଶାସ୍ତ୍ରର ତତ୍ତ୍ୱ ନ ବିଚାରି, ଯେ ଶାସ୍ତ୍ରବାକ୍ୟ ଭେଦ କରି ବାହ୍ୟେ ଧର୍ମର ଧ୍ୱଜ ଧରି ଛଳଧର୍ମ ଯେ ତାକୁ ବୋଲି ଜଗନ୍ନାଥ. ଭାଗବତ