Jump to content

ଛଳବାହିନୀଶ

ଉଇକିଅଭିଧାନ‌ରୁ

ଛଳବାହିନୀଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଛଳର ବାହିନୀ= ଛଳବାହିନୀ; ଛଳବାହିନୀର ଈଶ)

[ସମ୍ପାଦନା]

ଛଳସାଗର; କପଟରେ ପରିପୂର୍ଣ୍ଣ — Full of wiles; adept at wiles.

ଛଳବାହୀନିଶ ହେ ଛାଡ଼ ଏ ସାହସ ହେ—କବିସୂର୍ଯ୍ୟ ଚମ୍ପୂ ଛ. ଗୀତ