Jump to content

ଛଳୁଆ

ଉଇକିଅଭିଧାନ‌ରୁ

ଛଳୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଛଳେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଛଳୀ)

[ସମ୍ପାଦନା]
୧. ଅଭିମାନୀ, ଯେ ସାମାନ୍ୟ କଥାରେ ଛଳ ବହେ — ୧. Prone to take offence little things
୨. କପଟୀ —୨. Hyporcritical.
୩. ପ୍ରତାରକ —୩. Deceitful.