ଛଳ ପଶିବା
ଛଳବାକ୍ୟ କୌଣସି ବ୍ୟକ୍ତିର ମନରେ ଦୁଃଖ— ପ୍ରଦ ହେବା —The taking effect of a sarcastic remark; talking to heart a sarcastic remark.
(ଯଥ—ମୋ କଥା ଶୁଣି ତା ଦିହରେ ଛଳ ପଶିଗଲା)