ଛଳ ବଚନ
(ଛଳବାଣୀ—ଅନ୍ୟରୂପ)
ଛଗୁଲା କଥା; କୌଣସି ବ୍ୟକ୍ତି ପ୍ରତି ବ୍ୟବହୃତ ବ୍ୟଙ୍ଗୋକ୍ତି —Sarcastic remarks; innendo.
ଛଳ ବଚନକୁ ସତ ମଣି କିରେ—ପ୍ରାଚୀନ ସଙ୍ଗୀତ