ଛଳ ବଳ କୌଶଳ
ଦେଖଣା
ଛଳ ବଳ କୌଶଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାର୍ଯ୍ୟସିଦ୍ଧି ନିମନ୍ତେ ଅନ୍ୟପ୍ରତି ପ୍ରଯୁଜ୍ୟ ସକଳ ପ୍ରକାର ଉପାୟ କପଟତା, ଶାରୀରିକ ବଳ ଓ ଫନ୍ଦି — All available or conceivable means to be empolyed to gain one's object, viz. deceit, force and artifice.
ଛଳେ ବଳେ କୌଶଳେ, ଶତ୍ରୁକୁ ସାଧିବ ହେଳେ— ଫକୀରମୋହନ. ଛମାଣ. ଆଠଗୁଣ୍ଠ