Jump to content

ଛାଇକି ଛଅ ଘା ମାରିବା

ଉଇକିଅଭିଧାନ‌ରୁ

ଛାଇକି ଛଅ ଘା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅବାସ୍ତବ କଥାରେ ବୃଥା ଉତ୍ତେଜିତ ହେବା — ୧. To be excited for nothing.
୨. ପ୍ରକୃତ କାରଣ ବା ଉତ୍ତଜନା ନ ଥାଇ କଳି କରିବା — ୨. To quarrel without sufficient provocation.

[ଦ୍ରଷ୍ଟବ୍ୟ —ଛଇକି ଗୋଇଠା ମାରିବା, ଛାତିକି ନାତ ମାରିବା, ମଧ୍ୟ ଏହି ଅର୍ଥରେ ବ୍ୟବହୃତ ହୁଏ]