Jump to content

ଛାଇତଳିଆ

ଉଇକିଅଭିଧାନ‌ରୁ

ଛାଇତଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେ ସର୍ବଦା ଛାଇ ତଳେ ଥାଏ, ଅର୍ଥାତ୍ ଯାହାଠାରେ ଖରା ଲାଗେ ନାହିଁ — ୧. Living in the shade.

(ଯଥା—ଛାଇତଳିଆ ବେଉଷା, ଛାଇତଳିଆ ବଡ଼ଲୋକ)

୨. ଛାୟାଯୁକ୍ତ; ଛାୟାମୟ —୨. Shady; shadowy.