ଛାଇଦେବା
ଦେଖଣା
ଛାଇଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସକର୍ମକ) (ସଂସ୍କୃତ - ଛଦ ଧାତୁ=ବେଷ୍ଟନ କରିବା)
[ସମ୍ପାଦନା]- ୧. ବିସ୍ତାର କରିବା — ୧. To diffuse; to spread.
ଯୁଧିଷ୍ଠିର ନୃପେ ହସ୍ତିନା ରାଜ୍ୟ ଦେଇ ଚନ୍ଦ୍ର ପରି କୀର୍ତ୍ତିକ ଭାବେ ଦିଆ ଛାଇ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
- ୨. ଚାରିଆଡ଼େ ଘେରିବା ବା ବେଢ଼ିବା — ୨. To envelop; to encompass.