ଛାଇନେଉଟା
ଦେଖଣା
ଛାଇନେଉଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଇନେଉଟା
|
ଛାଇନେଉଟିବା, ଛାଇଲେଉଟା, ଛାଇଲେଉଟିବାଅନ୍ୟରୂପ
ଦେଶଜ - ବିଶେଷଣ - (ସଂସ୍କୃତ - ଛାୟା+ନିବର୍ତ୍ତନ; ଯେଉଁ ସମୟରେ କୌଣସି ପଦାର୍ଥର ଛାୟା ପୂର୍ବାହ୍ଣପରି ପଶ୍ଚିମଦିଗରେ ନ ପଡ଼ି ପୂର୍ବଦିଗକୁ ଲେଉଟେ)
[ସମ୍ପାଦନା]ଯେଉଁ ସମୟରେ ଅପରାହ୍ନ ଆରମ୍ଭ ହୁଏ; ଦ୍ୱିପହରର ପରବର୍ତ୍ତୀ (ସମୟ) — (time) past midday; P. M.
(ଯଥା—ଛାଇନେଉଟା ବେଳେ ହେଲାଣି, ତଥାପି ସେ ଖାଇବାକୁ ଆସିଲେ ନାହିଁ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦ୍ୱିପ୍ରହର ଟପିଯିବା ଅବସ୍ଥା ବା ସମୟ — The state of passing by of the noon; the time when the sun has passed the meridian; P. W.