ଛାଇବାର ଲେନ୍ଦେରା
ଦେଖଣା
ଛାଇବାର ଲେନ୍ଦେରା
ଉଚ୍ଚାରଣ
[ସମ୍ପାଦନା](ଛାଇବାର ଲେନ୍ଧେରା—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ଛାଇ=ଦେହରେ ଛାୟା, ବାଇ=ବାଆ, ପବନ, ବାୟୁ; ଲେନ୍ଦେରା= ଆବର୍ଜନା)
[ସମ୍ପାଦନା]ଏକ ବ୍ୟକ୍ତିର ଦେହରୁ ଅନ୍ୟ ବ୍ୟକ୍ତିର ଦିହକୁ ଖଣ୍ଡିଏ କାଠି ବା କୁଟା ଲାଗିଥିବା ଅବସ୍ଥା ===
(ଯଥା—ସେ ପିଲାଟା ଏକୁଟିଆବାଟାଏ, ତାଠେଇଁ କାହାରି ଛାଇବାର ଲେନ୍ଦେରା ଲାଗିବ ନାହିଁ)
- ୨. ଏକ ବ୍ୟକ୍ତି ସଙ୍ଗେ ଅନ୍ୟ ବ୍ୟକ୍ତିର କୌଣସି ପ୍ରକାରର ଅଡ଼ୁଆ ବା ସମ୍ପର୍କ —୨. Any connection whatsover (distant or near).