Jump to content

ଛାଇଳ୍

ଉଇକିଅଭିଧାନ‌ରୁ

ଛାଇଳ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛଇଲାଟ୍, ଛଏଲ୍, ଛଏଲାଟ୍ଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ସୁପ୍ଳାବିତ; ଉଚ୍ଛଳିତ୍; ତୁ. ଫାରାସୀ - ଏହି ଅର୍ଥରେ ସୟଲାବ୍)

[ସମ୍ପାଦନା]
୧. ଚାରିଆଡ଼େ ଜଳ ପୂରିଥିବା ବା ମାଡ଼ି— ଥିବା; ଜଳପ୍ଳାବିତ —୧. Flooded.

(ଯଥା—ଦେଶଯାକ ପାଣିରେ ଛଇଳ୍ ହୋଇଗଲା )

୨. ଚତୁର୍ଦିଗରେ ପରିବ୍ୟାପ୍ତ —୨. Extending towards all directions; diffused; spread on or all sides.

(ଯଥା—ଦେଶଯାକ ନଈବଢ଼ି ପାଣି ଛଇଲ୍ ହୋଇଛି )

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନଈବଢ଼ି — Flood; inundation
୨. ବର୍ଷା ବା ନଈବଢ଼ି ପାଣି ସବୁଆଡ଼େ ମାଡ଼ିଯିବା ଅବସ୍ଥା — ୨. The state of water spreading on all sides.
୩. ଚାରିଆଡ଼େ ବ୍ୟାପିଯିବା —୩. Diffusion.