ଛାଇ ଛାଇ
ଦେଖଣା
ଛାଇ ଛାଇ
ଉଚ୍ଚାରଣ
[ସମ୍ପାଦନା](ଛାଇଛାଇକା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛାୟାବାହୁଲ୍ୟ; ବହୁଛାୟାର ଚିହ୍ନ — ୧. A number of shadows.
- ୨. ବହୁ ସମୟ ଛାୟାଯୁକ୍ତ ହେବା ଅବସ୍ଥା — ୨. The state of being shadowy for a long time.
(ଯଥ—ମେଘ ଛାଇ ଛାଇ କରିଛି)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଛାୟାବହୁଳ —୧. Full of shadows.
- ୨. ଛାୟାମୟ —୨. Shadowy.