Jump to content

ଛାଇ ନ ମାଡ଼ିବା

ଉଇକିଅଭିଧାନ‌ରୁ

ଛାଇ ନ ମାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

[ସମ୍ପାଦନା]

(କୌଣସି ବ୍ୟକ୍ତିର) ସଙ୍ଗେ ଲେଶ ମାତ୍ର ସମ୍ପର୍କ ନ ରଖିବା; କୌଣସି ବ୍ୟକ୍ତିର ଦେହସ୍ପର୍ଶ ତ ଦୂରର କଥା, ଉକ୍ତ ବ୍ୟକ୍ତିର ଦେହଛାୟାକୁ ସୁଦ୍ଧା ସ୍ପର୍ଶ ନ କରିବା —(figurative) Not having even a little connection (with a person).

ବିପକ୍ଷ ବା ଅହିତକାରୀ ଯେ ତାଙ୍କର ନ ମାଡ଼ିବ ତାଙ୍କ ଛାଇଟି ନରବର କୃଷ୍ଣସିଂହ. ମହାଭାରତ. ବନ