Jump to content

ଛାଉଲି

ଉଇକିଅଭିଧାନ‌ରୁ

ଛାଉଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚ୍ଛଳ)

[ସମ୍ପାଦନା]
୧. କପଟ ବ୍ୟବହାର — ୧. Hypocricy.

ଛଇତା ମୋର ଛାଉଲି ଛାଡ଼ କବିସୂର୍ଯ୍ୟ. ରତ୍ନାକରଚମ୍ପୂ. ଛ ଗୀତ

୨. ପରିହାସ —୨. Jest; joking.
୩. ଛଇ; ରସିକତା —୩. Witticism; gallantry.