Jump to content

ଛାଗ

ଉଇକିଅଭିଧାନ‌ରୁ

ଛାଗ

ଉଚ୍ଚାରଣ

[ସମ୍ପାଦନା]
(ଛାଗୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ଛାଗ୍ ଧାତୁ; ଛେଦନ କରିବା+କର୍ମ. ଅ; ଯହାକୁ ଖାଦ୍ୟ ବା ପାଇଁ ଛେଦନ କରାଯାଏ)

[ସମ୍ପାଦନା]
୧. ଅଜ; ଛେଳି —୧. Goat; Capra.

=== ସଂସ୍କୃତ - ବିଶେଷଣ - (ଛେଳିଙ୍କର ଅଗମ୍ୟାଗମ୍ୟବିଚାରହୀନ ପ୍ରବୃତ୍ତିରୁ)

ଅଗମ୍ୟାଗମନକାରୀ —Incestuous.